National Rural Talent Search Mission

ମାଆ ମାନଙ୍କୁ ନେଇ ଗୁରୁବାରସେର ଝୋଟି ପ୍ରତିଯୋଗିତା

 ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମାଆ ମାନଙ୍କୁ ନେଇ ଏକ ମାସ ଗୁରୁବାର ସେର ଝୋଟି ପ୍ରତିଯୋଗିତା ଚାଲୁ ରହିବ 


ଝୋଟି ଚିତ୍ର ପଠାଇବାର ହ୍ଵାଟ୍ସଆପ ସଂଖ୍ୟା : +91- 9938810539 / 8328876038 

Image of Whats App icon png

ଗାଁ ଗହଳିର ଅନେକ ପ୍ରତିଭା ପ୍ରୋତ୍ସାହନର ଅଭାବରୁ ଲୋକ ଲୋଚନକୁ ଆସିପାରୁନଥିବାବେଳେ ସମ୍ପ୍ରତି ଡିଜିଟାଲାଇଜେସନ ଯୁଗରେ ପ୍ରତିଭା ଓ ପ୍ରତିଭାଧର/ପ୍ରତିଭାଧାରୀଙ୍କୁ ଲୋକଲୋଚନକୁ ଆଣିବାରେ ସାମାଜିକ ଗଣମାଧ୍ୟମ ସକ୍ଷମ ହୋଇପାରିଛି  ଏହିପରିପ୍ରେକ୍ଷିରେ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଚଳିତ ମାର୍ଗଶିର ମାସର ସମସ୍ତ ଗୁରୁବାର ଦିନ ମାଆ ମାନେ ପକାଉଥିବା ପୂର୍ଣ୍ଣାଙ୍ଗ ଗୁରୁବାରସେର ଝୋଟି ଚିତା ସହ ନିଜର ଫୋଟୋ (ଝୋଟି ପକାଉଥିବା ବେଳର ଫୋଟୋ) ହ୍ଵାଟ୍ସଆପ ସଂଖ୍ୟା +91- 9938810539 / 8328876038 ରେ ପଠାଇ ପାରିବେ  ଏହାସହ ନିଜର ନାମ, ବୟସ, ଶିକ୍ଷାଗତ ଯୋଗ୍ୟତା ଓ ସମ୍ପୂର୍ଣ୍ଣ ଠିକଣା ପଠାଇବେ  ଅସମ୍ପୂର୍ଣ୍ଣ ଓ କେବଳ ଚିତାକୁ ବିଚାରକୁ ନିଆଯିବ ନାହିଁ  ସଂଗୃହିତ ସମସ୍ତ ଝୋଟିଚିତା ମଧ୍ୟରୁ ଶ୍ରେଷ୍ଠ ଦଶ ଗୋଟି ଚିତ୍ରକୁ ଫାଉଣ୍ଡେସନ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯିବ